ହିସାବ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ହିସାବ

Rating: 4.5

ମୁଇଁ ନାଇଁ ଜାନି ହେନ୍ତା ନେଇସେ,
ଆରୁ ମୁଇଁଜାନିଛେଁ ବଲି ହେଟା
ହେଟ। ଭି ନାଇଁ କହେବାରକେ ।

ସବୁ ଆଡକେ ମୁହୁଁ ମାରିକରି
ଫେର ୟାଡକେ ପସରା ମେଲୁଛ
ନାଇଁ ହେତୁ କରବାର କାଣା ହେବା ଆଗକେ ।

ଜେନ ଅଛେ ଯାହା ଯାହା ଧରିକରି
ହେଟାମାନେ ଜେ ହେଟା କେନ ନେଇଁ
ଆସବାର କହେବାରକେ ଆଗକେ ।

ଭାବନା ରଖ ନାଇଁ ଭିତରେ
ଜେନଟା ପହଁଚାବା ଖେତି ଅପନାର ।

କହ ନେଇଁ କିଛୁ ଜେନଟ। କହେଲାଉତାରୁ
ଛିଡେଇପୁଡେଇ ହେବାରକେ ପଡବା
ଛିସ୍ରେ ଏତକି ହେଇଜିବା ବଲି ନେଇଁ କଲିଁ ହିସାବ

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success