ଛାଇ ସହିତ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଛାଇ ସହିତ

Rating: 5.0

1

ଛାଇ ଓ ମୁଁ,
ମୁଁ ଓ ଛାଇ ।
ଆମେ ଉଭୟେ
କେହି କାହାକୁ
କ୍ଷଣେ ନାହିଁ ଛାଡିବାକୁ ।

କେତେବେଳେ ଛାଇ କହୁଛି ମୁଁ,
ଆଉ କେତେବେଳେ ମୁଁ ମୁଁ ।

ମୁଁ ଆଉ ଛାଇ ଏଠି ସଦାବେଳ ।

ଖାତିର ନାହିଁ ଆଉ କାହାରିକି,
କେହି ବି ଆମ ଭିତରକୁ
ଆସୁ ନାହାନ୍ତି ମଝିରେ ପଡି
ବିକ୍ରିବଟାକୁ ରଦ୍ଦ କରିବାକୁ ।

ଆମେ ଦିହେଁ, ଛାଇ ଆଉ ମୁଁ,
କରୁଛୁଁ ମସ୍ତି, ଦେଉନୁ, କେହି କାହାକୁ ମୁକ୍ତି ।

2

ଛାଇ ସହିତ ଖେଳ ଆମର,
ହଁ, ଛାଇ ସହିତ କେବଳ ।

Sunday, November 6, 2016
Topic(s) of this poem: life
COMMENTS OF THE POEM
Dr Pintu Mahakul 06 November 2016

ଛାଇ କେବେ ବି ଛାଡି ପାରେ ନାହିଁ ଆମକୁ ଓ ଆମେ ବି ତାକୁ ଛାଡି ପାରୁ ନାହିଁ. ଯେତେବେଳେ ଆମେ ଛାଇ ସହିତ ଥାଉ ଆଉ କାହାରିକୁ ଭୟ କରୁ ନାହିଁ. ଏହା ଏକ ସୁନ୍ଦର କବିତା ଅଟେ. 10

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success