ଏବେ ଯାହା ଯେତେ
ଲମ୍ବା ଚଉଡା ସବୁକୁ
ଏକତ୍ର କରି ପୁଣି
ହେବାକୁ ହେବ ଠିଆ
ଆମକୁ ଏଠାରେ ।
ଆମେ କହିଦେବାକୁ
ତୟାର ଆମେ ନୋହୁଁ
ଏଠାରେ ଆମର, ଆଉ
ଆମେ ଯାଉଛୁଁ ଆମଠିକୁ
ଯୋଉଠି ନାହୁଁ ଆମେ ।
ଆମେ ଯେ ନୁହଁ ତୁମେ
ଏ କଥାର ପ୍ରମାଣ ନାହିଁ
ଆମଠି ଆଉ ଆମେ
ସବୁରି ଉପରେ ଏଇଠି ।
This poem has not been translated into any other language yet.
I would like to translate this poem