ସବୁଠି,
ସବୁବେଳେ,
ସମାନ ।
ସବୁର ଦ୍ରଷ୍ଟା,
ସବୁର ସ୍ରଷ୍ଟା,
ସକଳ ଅମର ।
ସ୍ଥୂଳ ଆଉ
ସୂକ୍ଷ୍ମ ।
ସମୟର ଖେଳ ।
ସତ୍ ଚିତ୍ ଆନନ୍ଦ,
ସର୍ବରୂପୀ,
ସ୍ଥିର ।
ସର୍ବଫଳର ଦାତା,
ସ୍ଵରୂପ ସ୍ଵୟଂଭୂ ।
This poem has not been translated into any other language yet.
I would like to translate this poem