କିଏ କାହାର ଶତ୍ରୁତା
କରୁଛି ଏଠି?
କରୁଛି କିଏ
କାହାର କେମିତି କ୍ଷତି?
ବୁଝିଲାବେଳକୁ
ଲେଖାହୋଇସାରିଛି ଇତି?
ପୁଣି ଆସୁଛି କିଏ
ନ ଜାଣି କିଛି କହୁଛ ମହାଶୟ,
ଆମେ ଆମର ଅଛୁଁ ଠିକ୍
ଖାଲି ରହିଛି ମରଣକୁ
ଟିକିଏ ଭୟ ।
ହୋଇଛି କଣ ଏତେବେଳେ
ପଚାରୁଛି ଆଉ କିଏ
ଯେ ଯୋଠି ବ୍ୟସ୍ତ ବେକାରଟାରେ ।
This poem has not been translated into any other language yet.
I would like to translate this poem