ଅଚଲ ନନି
ଅଚଲ ପାନି
ଅଚଲ ଟଁକା
ଅଚଲ କେ
କେନ୍ତା ଚଲେଇ ହେବା,
ହେଟା ହଉଛୁଁ ଭାଜୁରକୁଟୁର ।
ଅଚଲ, ଜଦରଭି ଚଲିଗଲା,
ହେଟା ଜାନିବୁଢ଼ା
ସଁସାର ଡୁବଲା ।
ଆରୁ କିଛୁ କରବାରକେ
ନାଇଁ ପଡେ । ଆରୁ ହଁ,
ଜଦରଭି ନାଇଁ ଚଲେଇହେଲା,
ଜେନ ଅଚଲ କଲା,
ହେତାକେ ଅଲଗ କଲେ ସରଲା ପାଲା ।
This poem has not been translated into any other language yet.
I would like to translate this poem