ସ୍ଵେଚ୍ଛାରେ
ସବୁ ଫଳ ଦେଲାବାଲା,
ସର୍ବଶ୍ରେଷ୍ଠ ମୁଁ ।
ମୁଁ କବି ।
ସ୍ଵୟଂଜାତ
ସବୁ ଅକ୍ଷର ମୋଠି,
ସଂସାର ନିର୍ମାତା ମୁଁ ।
ମୁଁ କବି ।
ଶାଶ୍ଵତ ସତ୍ୟ
ସବୁ ଲୋକ ମୋର
ଶୁଦ୍ଧ ପ୍ରାଚୁର୍ଯ୍ୟମୟ ମୁଁ ।
ମୁଁ କବି ।
ସକଳବୀଜର ଗତି ମୁକ୍ତି ମୁଁ ।
ମୁଁ କବି ।
This poem has not been translated into any other language yet.
I would like to translate this poem