ମରଣ ରହିତ ଜୀବନ
ପବିତ୍ର ଶବଦ ମହାନ ।
ସୃଷ୍ଟି ବିଷୟକ ଉଦ୍ୟମ
ଧର୍ମ ମୋକ୍ଷ ଅର୍ଥ ଓ ଗ୍ୟାନ ।
ଦୁର୍ଜନ ସଜ୍ଜନ ମିଳନ
ନୂତନ ପୃଥିବୀ ଗଠନ ।
କୃତଅକୃତ ପରିଣାମ
ସୃଷ୍ଟିପ୍ରଳୟ ଭିନ୍ନ ନାମ ।
This poem has not been translated into any other language yet.
I would like to translate this poem