ଦର୍ଲିପାଲୀରେ
ପ୍ରତିଷ୍ଠା ହେବ
ପଲିଟେକନିକ୍ ।
କ୍ଷତିପୂରଣ ମିଳିବ
ଚାଷୀଙ୍କୁ ଯାହା
ଖାଇଛି ମରୁଡି ।
ବଳରାମ ଆଉ
ଶ୍ୟାମ ହେରିକା
ଯିବେ ଖଟି ଦାଦନ ।
ଛପା ହେବ ନୂଆ ନୋଟ,
ନାଁ ନେଇ ଜିଣି ହେବ ଭୋଟ ।
ଆସିବ ନୂଆ ପାଣି ମହାନଦୀରେ,
ସୈନ୍ୟସାମନ୍ତ ପ୍ରସ୍ତୁତ
କରିବାକୁ ଯୁଦ୍ଧ ସୀମାନ୍ତରେ ।
This poem has not been translated into any other language yet.
I would like to translate this poem