ବିଜେତା
ବିଜେତା, ବଳଯୁକ୍ତ,
ବିଦାରକ ମନ, ହୃଦୟ ।
ହୃଦୟ ହିତକାରୀ,
ଦାତା ସର୍ବସୁଖର ।
ଅତି କ୍ଷୁଦ୍ର ପୁଣି
ଅତି ବିରାଟ ।
ଧର୍ମାଧର୍ମ ନିତ୍ୟମୁକ୍ତ,
ହଟିଯାଏ ପାଖରୁ
ସବୁ ବିପଦ ।
ଉଦ୍ଦେଶ୍ୟ,
ସର୍ବ ମଙ୍ଗଳ ।
ଜୀବନ ତଥାପି
ନିଦ୍ରାରେ,
ଧନ୍ୟ ଜୀବନ ।
This poem has not been translated into any other language yet.
I would like to translate this poem