ଆମେ ସମସ୍ତେ ଦୋଷୀ
ସାଧାରଣ ଲୋକ ପାଖରେ ।
ଏ ଦେଶର ମାଲିକ ହେଉଛି
ସାଧାରଣ ଲୋକ ।
ଆଉ ଆମ ସମସ୍ତେ
ଋଣୀ ସାଧାରଣ ଲୋକଠି ।
ସାଧାରଣ ଲୋକର
ସେବାରେ ଆମେ ।
ଖାଉଛୁଁ, ବଚୁଁଛୁ
ସାଧାରଣ ଲୋକ ପାଇଁ ।
ଆମେ ସମସ୍ତେ, ଯେଉଁମାନେ
ସାଧାରଣ ଲୋକର କାମରେ,
ସାଧାରଣ ଲୋକର ଭାଷା
କରୁନାହୁଁ ବ୍ୟବହାର,
ଆମେ କରି ଚାଲିଛୁ
ଆମ ସ୍ଵାର୍ଥ ସିଦ୍ଧି ପାଇଁ
ଆଇନର ଉଲ୍ଲଂଘନସମ୍ଭିଧାନର
ଉଲ୍ଲଂଘନ ସବୁଠି,
ଆମେ ସମସ୍ତେ ଦୋଷୀ ।
This poem has not been translated into any other language yet.
I would like to translate this poem
We, the people are sovereign, all acts and rules are for the welfare of all the people, the so-called rulers are the servants of the people, they must act for the welfare of all.