ଜୁଏ ଧୁକା
ଇନ ହେନ ସବୁଠାନ,
ଜୁଏ ଧୁକା ।
ଡବକୁଛେ ଜିବନ
ସୁସି ନଉଛେ
ଲାଲଟହଟହ ଜିଭ
ଖୁନପସନା ଆରୁ
ଆରୁ ଅଛେ ଜେନଜେନଟା ।
ଇତିତାହି ସମିଆ,
ନେଇସେ ବଲୁଛେ ମୋରଟା ।
କାଁଥିରଲାଗି ବଏଲେ
ହେଟା ଗଲା ନ ଗୁନ୍ଦଲି ।
ଆରୁ ମୁଇଁ ମକେ ଦେଲି ନ
ଜାକ ଚୁଛା ଭୁଇଁଥି
ଜେନଟା ଆଋ ନିସେ କାହାରିରଟା ।
This poem has not been translated into any other language yet.
I would like to translate this poem