ଟିହିଁ ଟିହିଁ ଆବାଜ
କରସି ବଲିକରି
ଆମେ ଟିହା
ବଲସୁଁ ହେତାକେ,
ତମେ କାଁହେଲା ଯେ
ଭଦଭଦଳିଆ ବଲସ
ହେଟା ଟିକେ
କହିଦିଅ ମତେ ।
ମୁଇଁ ଜେନଟାକେ
ଗୁଡି ବଲସିଁ
ତମେ ବଲସ ମନ୍ଦିର,
ମୁଇଁ ଯାହାକେ ବଲସିଁ
ଚେରେ, ତମେ ତାହାକେ
ବଲସ ଚଢେଇ ।
ଜାନିଛେଁ ମୁଇ
ଅଲଗ ଅଲଗ ହେଲେ ଭି
ଆମେ ଗୁଟେ ଭାଇ ଭାଇ ।
ହେଲେ ସଜ ଦେଖିକରି
ମୋର ତଁଟିକେ ଦଉଛ ଚିପି ।
ମୁଇଁ ଦୁର୍ବଲ ହେଲେ
ଆମେ ଯିବ ଆଗ ଫସି ।
ହେତକିବେଲକେ ରଡି ଛାଡବ
ରଖ, ରଖ ମତେ ପାଖେ ତୁମର
ଥିରପାଏନ ରଚେକ ଦେଇ ।
This poem has not been translated into any other language yet.
I would like to translate this poem