ସାଗଡାଲ
ଖା ରେ ବଏଲେ,
ଖଉଛେ ଝୁରି ସିକାର ପିଲା
ଆରୁ କହୁଛେ
ମୁଇଁ ଜାର ସିକାର ଖଉଛେଁ
ହେମାନେ ଖଉଛନ
ସାଗଡାଲ, ହେଟା
ନେଇଁ ହେଲା କେଁ ।
ଆମେ ସଭେ ଗୁଟେ ପରେ
କହେସ ତମେ ।
ମର ସଲା ଚିକିର ପୋ
ତୁଇ ତୋର ଖାଲେ ।
ଗୁଏଲ ଦେଲିଁ ମୁଇଁ ମକେ,
ମୋର ଛଡା ଆରୁ କେନ ଅଛେ ମୋର ପାଖେ ।
This poem has not been translated into any other language yet.
I would like to translate this poem