ହେଉଛି ଯାହା
ହେବାକୁ ଦିଅ ।
ଯାହା ଅଛି ହେବାକୁ
ସେଇଟା ହେବ ଇ ହେବ ।
କିଛି କାହାରି
ଆୟତ୍ତ ନାହିଁ ।
ଅଣାୟତ୍ତ ନିଜେ,
ଆଉ ଆୟତ୍ତରେ
ରଖିବ କାହାକୁ କିଏ ।
ସାମାନ୍ୟ ହଲଚଲ
ହେଲେ ସମୟ
ପିଣ୍ଡରୁ ବାହାରି ଯାଏ
ପ୍ରାଣ, ଯୋଉଥିପାଇଁ ପୁଣି
ସତ୍ତା ହଜେ ଭାଗିଦାରିରେ ।
This poem has not been translated into any other language yet.
I would like to translate this poem