ଭାଷା ନାହିଁ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଭାଷା ନାହିଁ

Rating: 5.0

ଆମେ,
ଆମେ ଥିଲେ କୋଉଠି?
ଆମେ ଏବେ କୋଉଠି?
ଦରକାର ନାହିଁ କହିବା କିଛି,
ଦରକାର କଥାର ଗୁରୁତ୍ଵ ବୁଝି
ଠିକଣା ପଦକ୍ଷେପ ନେବା ।
ଏମିତି ତ ହେଲାଣି ବହୁତ ଡେରି,
ମରିବାକୁ ଆମେ ହେଲେଣି ପ୍ରସ୍ତୁତ ।
ଜୀବନ ଆଉ ମରଣ ଉଭୟଟା
ଲାଗୁଛି ସମାନ ଆମକୁ ।
ଆମେ କଣ ଆମେ, ଏଇଟା ବି
ପଚାରିବାକୁ ପଡୁଛି ନିଜକୁ ।
ନ ପଚାରି ବି ହେଉ ନି ରହି
ଆଉ ଏଇଠି କିଛି କହିବାକୁ
ନାହାନ୍ତି କେହି ଆଉ ଅଛନ୍ତି
ଯୋଉମାନେ ଭାଷା ନାହିଁ ତାଙ୍କଠି ।

Sunday, November 27, 2016
Topic(s) of this poem: language
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success