କିଏ ଫେରିବ
ହାତ ଟେକ ଆଉ
କହ, ଯେତେ ଯାହା ହେଲେ ବି
ହଟିବ ନି ପଛକୁ ।
ପଛ କଣ ଆଉ
କଣ ଆଗ?
ମା ସାଥୀରେ
ଦୁଃଖସୁଖ ହୋଇ ତ
ବିତାଇଦେବା କଥା ସମୟ ।
ଯୋଉ ସମୟ ଟିକକ
ଅଛି ପାଖରେ ସେ କଣ
ଥିବ ଏମିତି ଅକ୍ଷତ!
ଜାଣି ବି ସତ
ଆମେ ବୁଝିବାକୁ ନୁହଁ ପ୍ରସ୍ତୁତ ।
This poem has not been translated into any other language yet.
I would like to translate this poem