ମୁଁ ଏଇଠି ସେଇଠି
ତୁମଠି ।
ମୁଁ ପ୍ରଥମ
ମୁଁ ସୂତ୍ର
ମୁଁ ରକ୍ଷକ
ମୁଁ ଘର ।
ଆଉ ଯାହା ଯେତେ
ସବୁ ତୁମର
ଯେଉଁ ସବୁର ଭିତରେ
ରହିଛି ମୁଁ ଇ ।
ମୋର ଅଛି ରୁଚି
ଆଉ ମୁଁ ଅଛି ଆକାଶରେ ।
ଯାହାର ଅଛି ଚକ୍ଷୁ
ଦେଖି ପାରିବ ସେହିଁ ।
This poem has not been translated into any other language yet.
I would like to translate this poem