ଯେ କୌଣସି ସମୟରେ
ଯେ କୌଣସି ବିଷୟରେ
ମୁଁ ଅଛି, ମତେ ପଚାରିପାର
କରିବାକୁ ହେବ କଣ କେମିତି ।
ତୁମେ ଚିହ୍ନ ନିଜକୁ ଆଉ
ଯାଅ ଆଗକୁ, ଆଗକୁ ।
ଆଗରେ ଝଲଝଲାତ ଆଲୁଅ
ଅଛି କେବଳ ତୁମ ପାଇଁ ଏଠି ।
This poem has not been translated into any other language yet.
I would like to translate this poem