ଖୋଜ ମତେ
ମୁଁ ଏଠି ।
ମୁଁ ଏଠି,
କରୁୁୁଛି କଣ
ପଚାର ନାହିଁ ନିବାରଣ ।
ଚେଷ୍ଟା କର ଜାଣିବାକୁ
ତୁମେ ନିଜେ କୋଉଠି
ଆଉ ତୁମେ କଣ ।
ଏଠି ଆଉ ଯାହା ଯେତେ
ଆଣ ସବୁ ଗୋଚରକୁ ।
ଆବଶ୍ୟକ ନାହିଁ କିଛି
ପ୍ରକାଶ କରିବା ।
ଆବଶ୍ୟକ ଅନୁଭବ କରି
ବିହିତ ପଦକ୍ଷେପ ନେବା ।
This poem has not been translated into any other language yet.
I would like to translate this poem