ମିଶିଛି ମଣିଷ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମିଶିଛି ମଣିଷ

Rating: 5.0

ମୁଁ ମିଶିଛି,
ମିଶିଛି ମଣିଷ ସହିତ,
ମିଶିଛି ସମୟକୁ ଧରି
ଆକାଶରେ ଉଡେଇବାକୁ ନୁହେଁ,
ମିଶିଛି ମାଟି ଉପରେ ଫଳେଇବାକୁ ସୁନା ।
ସୁନା ଅଛି ମନରେ, ଶବ୍ଦରେ,
ସ୍ଥାନକାଳପାତ୍ରର ଉର୍ଦ୍ଧ୍ଵରେ ।

ସୁଖଦୁଃଖ ସବୁକୁ ବିସ୍ଥାପିତ କରି
ମାନବିକତାର ଜୟଗାନରେ
ସାମିଲ ହେଲେ ଅବଶ୍ୟ
ପ୍ରତିଟି କ୍ଷେତ୍ରରେ ଲୋଡା ସର୍ତକତା,
ପୁଂଜିକରି ସେତକ ପୁଣି ହେବ
ଆଗେଇବାକୁ ଚେତନାର ନୁଆ
ଜୀବନ୍ୟାସ ପାଇଁ ।

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success