ଜଙ୍ଗଲ
ଜଙ୍ଗଲ ଜଙ୍ଗଲ,
ବୁଲିବାକୁ ହେଉଛି ମତେ,
ଆଉ ମୁଁ ରହିଛି ସ୍ଥିର ।
ଚୋର ତସ୍କର ସବୁ
ଏକତ୍ର ଏଠି କରିବାକୁ
ନୁଆ ନୁଆ ଯୋଜନା ।
ଛେଳି ମେଣ୍ଢା ପଲ ପଲ
ଯେଉଁମାନଙ୍କର କାମ ନାହିଁ ବିଶେଷ ।
କରିବାକୁ ଅଛି ଯୋଉସବୁ କାମ
କରି ହୋଇଯାଉଛି ସେସବୁ ମନକୁମନ ।
ଗତିରୋଧ କରିବାକୁ ନାହିଁ ଶକ୍ତି କାହାର ।
ସବୁ ଯେ ସମୟସୀମା ଭିତରେ,
କଥାଟି ସମସ୍ତଙ୍କୁ ଗୋଚର ।
କିଏ କାହାର?
This poem has not been translated into any other language yet.
I would like to translate this poem