ଗ୍ରହଣ କର ଅନ୍ନ,
ଅନ୍ନ ଜାତ ଅଗ୍ନିରୁ,
ଆଉ ଅଗ୍ନି ପାକ
କରେ ଅନ୍ନ ।
ଅନ୍ନ ହିଁ ଅଗ୍ନି,
ଆଉ ଅଗ୍ନି
ହେଉଛି ଅନ୍ନ ।
ଅଗ୍ନିର
ଉପକରଣ ହେଉଛି
ଜୀବନ ।
ଆଉ ଜୀବନ
ଅନ୍ନମୟ ।
ଆଉ ଅଗ୍ନି - ନିଷ୍କମ୍ଫ,
ଅକ୍ଷୋଭ୍ୟ ।
This poem has not been translated into any other language yet.
I would like to translate this poem