ଶତ୍ରୁ ଚିହ୍ନଟ
କରିପାରିବା
ସଫଳତାର
ପ୍ରଥମ ପାହାଚ
ଅତିକ୍ରମ କରିବା ।
ମିତ୍ର ସହିତ
ରହିପାରିବା
ସବୁଠୁ ବଡ ସଙ୍କେତ
ଜିତାପଟର
ଘୋଷଣା କରିବା ।
ମିତ୍ର ଆଉ
ଶତ୍ରୁର ତଫାତ
ଜାଣିବା, ଜୀବନକୁ
ସତ୍ୟ ଆଉ ପ୍ରେମରେ ରଖିବା ।
This poem has not been translated into any other language yet.
I would like to translate this poem