ମୁଇଁ ନେଇଁ ଜାନେ
ସାପ ବେଙ୍ଗ ଆରୁ
କେଁ କେଁ ଟା ଅଛେ
ହେନେ ଇନେ ।
ମୁଇଁ ନେଇଁ ଜାନେ
ବିଲବିଲୋଉଛେ କାଣା
କେନ କେତେବେଲେ ।
ଆରୁ ଅଛନ ଜେନମାନେ
ମୁଇଁ ନେଇଁ ଜାନେ
ହେମାନକର ନାଁ ଗାଁ ଠିକନା ।
ଖେପି ଜଉଛେଁ ମୁଇଁ ମୋର
ଇ ଖୁଦୁ ସେ ଖୁଦକେ
ଆରୁ କହି ଜଉଛେଁ ରଟୋ ରଟୋ
ମୁକଲାବାର ଲାଗି ନିଜକେ ।
This poem has not been translated into any other language yet.
I would like to translate this poem