ଆଗପଛ ହୋଇ
ଯାଉଛୁଁ ଆମେ,
ଆଉ ଆମ ଯିବା
ପଛରେ ରହିଛି ସତ୍ୟ ।
ସତ୍ୟଠି ରହିଛି ଯାହା,
ତାହା କେବଳ ଆମେ ।
ଯେତେ ଖୋଜିଲେ ବି
ମିଳିବ ନି ସତ୍ୟ ଛଡା ଅନ୍ୟ କିଛି ।
ପଛଆଗ ସବୁ ସତ୍ୟ,
ସତ୍ୟରେ ବନ୍ଧା ଜୀବନ
ଧାଉଁଛି ସତ୍ୟ ପାଖକୁ
ଯାହା ଧରିଛି ଆଲୁଅକୁ ।
This poem has not been translated into any other language yet.
I would like to translate this poem