ପଇଟୁ ନାଇଁ ଭାଷା
ଫୁଟୁ ନାହିଁ କଥା ।
କଥାରେ ଲଥା ମିଶାଇ
ଯେତେ କହିଲେ ବି
ଭାଗ୍ୟରେ ଲେଖା ଲୋକହସା ।
ହଁ କହ, ନା କହ ଆଉ
କହ ଯେମିତି, ନାହିଁ ଆପତ୍ତି ।
ଲିପ୍ତ ନୁହେଁ, ଶୁଦ୍ଧ ଦେହୀ ।
This poem has not been translated into any other language yet.
I would like to translate this poem