ତୁମେ ଅଛ କି?
ଅଛ ଏଠି!
ଅଛ କହିଛି ଯିଏ
କହିଛି ମିଛ?
ନାହଁ କହିଛି ଯିଏ
ଅଛିକି ସେଥିରେ ମିଛ?
ପଡେ ନି ଜଣା
କଣ କିଛି ଆଉ
ବୁଡିଯାଏ ସୂର୍ଯ୍ୟ ।
କିଏ ସତ?
ତୁମେ ନା ସୂର୍ଯ୍ୟ,
ପଡେ ନି ଜଣା
ଆଉ ଭାସି ଯାଏ
କୁଆଡେ, ମୁଁ ବଣା ।
This poem has not been translated into any other language yet.
I would like to translate this poem
no life, nothing, life is nothing