ମଧୁ, ମଧୁ, ମଧୁ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମଧୁ, ମଧୁ, ମଧୁ

Rating: 4.3

ସବୁବେଳେ ସବୁଠି
ତୁମେ ମୋର ଆଉ
ମୁଁ ଏଠି ସଦା ତୁମର ।

ଯାହା ମୁଁ ନୁହେଁ
ତାହା ତୁମେ,
ଯାହା ତୁମେ
ତାହା ମୁଁ ।

ତୁମେ ବଢେଇ,
ରୂପ ଦେଉଛ ମୋର
ବଦଳ ସମୟ ଦେହରେ ।

ମୁଁ ମୋର ଧ୍ରୁବ
ଆଉ ସ୍ଥବିର ।
ମୁଁ ମୋର ପ୍ରାପ୍ୟ
ପ୍ରଳୟକାଳର ।


ମୁଁ ପୁଣି ପ୍ରାଚୁର୍ଯ୍ୟମୟ,
ମୁଁ ଶୁଦ୍ଧ ସାଧକ ।
ମୁଁ ମୋର ପ୍ରଭୁ,
ମୋର ଶୋଧକ ।

ମୋର କେନ୍ଦ୍ର ହୋଇ
ଅଛ ତୁମେ, ଅଛ
ମୋର ଜ୍ୟେଷ୍ଠ,
ମୋର ପ୍ରାଣସ୍ଵରୂପ ।

ମୁଁ ମଧୁ, ମଧୁ, ମଧୁ,
ଜୀବନ ସାଧୁ, ସାଧୁ ।

Tuesday, December 27, 2016
Topic(s) of this poem: life
POET'S NOTES ABOUT THE POEM
The poem is written in Odia language. Odia is the official language of Odisha, India. The meaning of the poem in a nutshell- The life is nectar and we are here for all good.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success