ମୋର ଅଛି ଜୀବନ
ଆଉ ମୁଁ ସଦା ମଙ୍ଗଳମୟ ।
ଦିନ ପରି ମୁଁ ଦୃଶ୍ୟମାନ,
ଆଉ ସଦା ଚଂଚଳ ।
ମୁଁ କବି, ଜାଣେ
ଗ୍ରାହ୍ୟ ଆଉ ଅଗ୍ରାହ୍ୟ ।
ମୁଁ ସତ୍ୟ କିନ୍ତୁ
ନୁହେଁ ସାଧ୍ୟ ।
ମତେ କଳନା କରିବ
କୋଉଠି ଅଛି କି କିଏ!
ସମ୍ବନ୍ଧ ଶୂନ୍ୟ ମୁଁ,
ଆଉ ମୁଁ ଏଠାରେ ।
This poem has not been translated into any other language yet.
I would like to translate this poem