କୋଇଲି ଯଦି
କୁହୁ କୁହୁ ନ କରି
କା କା କରିବ,
କଣ କହିବେ ଆପଣ?
ବିବାହିତା ସତୀ ସ୍ତ୍ରୀକୁ
ଛାଡି ଅନ୍ୟ ବାରବୁଲି
ସହିତ ଶୋଇଲେ
କହିବେ କଣ?
ନିଜ ଘର ଉଜାଡି
ଅନ୍ୟର ଘର ସମୃଦ୍ଧ କଲେ
କହିବେ ନାହିଁ କି
ନମକହାରାମ ।
ବଂଚିବାକୁ ଯଦି ମନ,
ବଂଚ ହୋଇ ସିଂହ ।
This poem has not been translated into any other language yet.
I would like to translate this poem