ଆଶ୍ଚର୍ଯ୍ୟ
ସବୁ
ଖାଇବା, ବସିବା,
ଶୋଇବା, ଯିବା ଆସିବା
ଆଉ ଆଶ୍ଚର୍ଯ୍ୟ
ରହି ରହି ଚାଲିଯିବା
ଆଖି ପିଛୁଳାକେ ।
କିଏ କଣ ବୋଇଲେ କଣ କହେ,
କିନ୍ତୁ କାଟିଚାଲେ ପାଣିରେ ଗାର ।
କିଏ ଖୋଜେ ସୁଖ
ଯାହା ଥାଏ ଭିତରେ ।
ସବୁ ଠିକ୍ ଯେ ପୁଣି କିଏ କହେ
ଭାଷ୍ୟ ସବୁ ପ୍ରଳୟ ହେଲେ ବି
ସଦା ମଙ୍ଗଳମୟ ।
This poem has not been translated into any other language yet.
I would like to translate this poem
Life is for others, one should know this truth.