ଜାଣେ
ଜାଣେ, ଜୀବନ
ଏକ ଯାଦୁ ।
କିନ୍ତୁ, ମୁଁ ନୁହେଁ
ଯାଦୁକର ।
ବୁଝିଛି
ଭଲଭାବରେ ଯୁଦ୍ଧ ।
ତେଣୁ କହୁଛି
ଶାନ୍ତି କଥା ।
ଯେମିତି ଯୋଉ ସ୍ଵରରେ
କହିବା କଥା ଯଦିଓ
ହେଉ ନି ପ୍ରକାଶ କରି ସେମିତି ।
This poem has not been translated into any other language yet.
I would like to translate this poem