ଯାହାକୁ ନେଇ
ପୁଷ୍ଟ ସଂସାର ।
ଯିଏ କରେ
ସବୁ ଦୁଃଖରୁ
ନିସ୍ତାର ।
ନିଶ୍ଚୟ ଭାବରେ
କରେ ଯିଏ ପାଦ ପୂରଣ ।
ସଂସାରର ହେତୁ ସିଏ,
ଧରି ରଖିଥାଏ ଅମୃତ ।
ସଜାଇ ରଖେ
ଥାକକୁ ଥାକ ଜୀବନ ।
ସହ୍ୟ କରେ ସବୁ
ଆଉ ଥାଏ ନିଜ
ସୃଜନୀରେ ସଦା ମଗ୍ନ ।
This poem has not been translated into any other language yet.
I would like to translate this poem