ହେଉ ନି କହି
କେତେଦୂରେ କିଏ।
ହେଉ ନି କହି
କାହା ସାଙ୍ଗରେ କିଏ ।
କିନ୍ତୁ ହେଉଛି କହି
ସମସ୍ତେ ସବୁଠି ।
ଆଉ ହେଉଛି କହି
ବାନ୍ଧିଛି କେମିତି ଅଠାକାଠି ।
This poem has not been translated into any other language yet.
I would like to translate this poem