କୋଉଠୁ ଆସିବ କଣ
କର ନି ଚିନ୍ତା ସେସବୁ ।
ତୁମେ ହରେଇଛ ତୁମର
ସବୁ ଆଲୋଚନା ଚାଲୁ ।
ସତ ଯୋଉଟା ତାହା ଯେ
ତୁମର ସନ୍ଦେହ ନାହିଁ କିଛି ।
ପାଣି ପବନର ଖେଳରେ
ତୁମେ ହାରଜିତ୍ ଉପରେ
ଜଣା ପଡୁଛି ଏଠାରେ ।
ଆଉ କଣ ସବୁ ହେବ
କହିବାକୁ ନାହାନ୍ତି କେହି ।
ଲେଖିବାକୁ ବକେୟା ଖାତା
ସମୟ ନାହିଁ ଆଉ ଥିଲେ
ସମୟ ଇଚ୍ଛା ନାହିଁ କାହାଠି ।
This poem has not been translated into any other language yet.
I would like to translate this poem