ହେଉଛି ଯାହା Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ହେଉଛି ଯାହା

Rating: 5.0

ହେଉଛି ଯାହା
ପାରିବ ରୋକି କିଏ?
ଯାହାକୁ ଗଢି ନି କେହି,
ଅଛି କି କାହାର ଭାଙ୍ଗିବା ଶକ୍ତି?
ସବୁ କିଛି ପ୍ରକୃତି
ଧୂଳି ଉଡିବାଠୁ
ପତ୍ର କଅଁଳିବା ଯାଏ ।
ମାଟିଠୁ ଆକାଶ ପରିବ୍ୟାପ୍ତ
ଯାହାର ଆକାର
ମାପିବ କେମିତି ତାକୁ?
କିଛି ବି ନୁହଁ ବ୍ୟକ୍ତିଗତ,
ଉପରକୁ ଯାଇ ଦେଖ
କେତେ ସୁଖ ଆଉ ସେଥିରେ
କେମିତି ତୁମେ ମୋହିତ ।

Thursday, January 12, 2017
Topic(s) of this poem: nature
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success