ଖାଲି ଲେଖିଦେଲେ
କି ଖାଲି ପଢିଦେଲେ
ଚଳିବ ନାହିଁ, ଅନୁଭବ
କରିବାକୁ ହେବ ଜୀବନ
ଆଉ କହିବାକୁ ହେବ
କେତେ ଦୂରେ କି କେତେ
ପାଖରେ ନିଜକୁ ଛୁଇଁ
ଛୁଇଁ ଯାଉଛି ବହି ପବନ ।
ଘାଟର ପାଣି ଘାଟରେ
କହି ପଛ କରି ଆସି
ହୁଏ ନି ଫେରି, ରହି ବି
କରିବ କଣ ସେତକ
ଜଣା ନାହିଁ କାହାକୁ ସଠିକ୍ ।
This poem has not been translated into any other language yet.
I would like to translate this poem