ଜନ ଗଣ ମନ ଗାଇବା ଲୋକ
ଏଠି ପାଖରେ ବର୍ତମାନ ।
ପାଖ ପାଖ ଦୂର ଦୂର
ନାହିଁ ଭିନ୍ନାଭିନ୍ନ ।
ଲକ୍ଷ୍ୟସ୍ଥଳରେ ମୁଁ ।
ଭୁଲି ନି ବି ସତ୍ୟ ।
ସତ୍ୟ ତୁମେ, ସତ୍ୟ ମୁଁ,
ସତ୍ୟ ଜୀବ, ସତ୍ୟ ମଣିଷ ।
ଅସତ୍ୟକୁ ମୁଁ ଅକ୍ଷମ ।
ମୋଠି ମୋର ଜାତକଜୀବନ ।
ମୁଁ ସାର୍ବଭୌମ
ମୁଁ ସର୍ବୋତ୍ତମ
ମତେ ବାନ୍ଧି ରଖି ନି
କଉଣସି ବନ୍ଧନ ।
ମୁଁ ଜୀବନ,
ମୁଁ ସିଂହ,
ମୁଁ ଜାହିର କରୁଛି ମତେ,
କଂପି ଉଠୁଛି ଦେଖ ତ୍ରିଭୁବନ ।
ମୁଁ ଚଳଚଂଚଳ
ବର୍ତମାନ ।
This poem has not been translated into any other language yet.
I would like to translate this poem