ବିଶ୍ଵଶାନ୍ତି ପାଇଁ ଶବ୍ଦ
ଜରୁରୀ ଅଟେ ।
ଶବ୍ଦ ହେଉଛି ସବୁ
ପୁଣ୍ୟର ଆଧାର ।
ଶବ୍ଦଦର୍ଶନ ଭଲରେ ଭଲରେ
ସାରିପାରିଲେ ଆଉ ତେଣିକି
ସମସ୍ୟା ନାହିଁ କିଛି କୋଉଠି ।
ଏ ରବିମଣ୍ଡଳରେ ଏମିତି
ଅଛି କିଏ, ଯିଏ କହିବ
ଆରେ ଭାଇ ଦୈତଅଦୈତ
ଛାଡ ଆଉ ଲାଗିପଡ ନିଜ ନିଜ
ଉପଯୁକ୍ତ କାର୍ଯ୍ୟରେ ।
ହେଇ ମିଳନ ଯୋଗ ପାଖରେ,
ଉଠ ଆଉ ଯାଅ ସୂର୍ଯ୍ୟସାଥୀରେ।
This poem has not been translated into any other language yet.
I would like to translate this poem