ଯାତ୍ରା ଶୁଭ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଯାତ୍ରା ଶୁଭ

Rating: 5.0

ଐଶାନ୍ୟେ ଯାତ୍ରା ଶୁଭ,

ଯୋଗିନୀ ନାହିଁ ।

ଦେହ ପ୍ରତିଷ୍ଠା ତୁମ ସହ,
ମଣିଷଦେବତା ଗଠନ,
କବିତା ଲେଖନ ପଠନ,
ବାଣିଜ୍ୟକରଣ, ଶବ୍ଦଗ୍ରହଣ,
ଆତ୍ମାରୁ ଆତ୍ମା ସଂଚରଣ,
ପ୍ରେମଦାନ ପାଇଁ ଆଉ ଆଉ
ପାଇଁ ଉପଯୁକ୍ତ ସମୟ ।

କାବ୍ୟତୀର୍ଥରେ ସ୍ନାନ ଯୋଗ,
ବାର, କାଳବେଳା ଶୂନ୍ୟ ।
ଦୂରଯାତ୍ରା ପାଇଁ ବାଧକ ନାହିଁ ।

ତାରା ଶୁଦ୍ଧି, ନାହିଁ ଘାତଚନ୍ଦ୍ର ।
ଆଗକୁ ମାଡିଚାଲ, ଅଛି ପୁଣ୍ୟଲାଭଃ ।

POET'S NOTES ABOUT THE POEM
The poem is written in Odia language, Odia is the official language of Odisha, India. Proceed ahead, good time is here.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success