ତୁଇ
କାହାରଠାନୁ
କାଣା ପଉଛୁ
ନେଇଁ ପଚରାବାର ମୁଇଁ ।
ନେଇଁ ବି
ଜାନବାରକେ ଚାହେଁବାର
କେନ ବେମାରି ହେଲେ
କେନ ଉସୋ ଖଉଛୁ ।
କେଁ ଫାଏଦା
ବେକାର କଥାଥି
ଘୁରେଇକରି ମୁଡ
ଜାନିଛେଁ ମୁଇଁ ।
ଫେର ଭି
ହେଇଛେଁ ଖାଡା
ତୋର ଦୁଆରମୁହେଁ
କେଁ କେଁଟା ଆରୁ
ଦେଖାବୁ ବଲିକରି ।
କାଣା ଅଛେ ଆରୁ
କାଣା ନେଇଁ,
ହେଥି ସାନିଘାଁଟି
ହେଲାବେଲକେ
ହେଟା ସଁକରିଲା ନ ତଁଟି ।
This poem has not been translated into any other language yet.
I would like to translate this poem