ତ୍ୟାଗ
ଆଉ ସମର୍ପଣ ।
ସତ୍ୟ, ସରଳ
ଆଉ ଶୁଦ୍ଧ ।
ସଦା ମୁକ୍ତ
ଆଉ ସର୍ଜନଶୀଳ ।
ଭ୍ରାତୃତ୍ଵ, ମୁକ୍ତ
ଆଉ ନ୍ୟାୟଯୁକ୍ତ ।
ଶାନ୍ତି ଆଉ
ମହାମାନବିକ ସାଗରରେ
ଉଜ୍ଜ୍ଵଳ ଜୀବନ ।
ମଣିଷ,
ଉର୍ଦ୍ଧ୍ଵରୁ ଉର୍ଦ୍ଧ୍ଵ
କେବଳ ଗମନ ।
This poem has not been translated into any other language yet.
I would like to translate this poem