କି କବିତା?
ନଷ୍ଟ ହୋଇ ଚାଲିଛି
ବେଖୁ ନ ଜାତିଟା!
କରିବ କଣ?
ବଣା ହେଉଛି ନୀତିନିୟମ
କାଣ୍ଡଗ୍ୟାନ ।
ଶୁଦ୍ଧି ନାହିଁ,
ଅଛି ମନ
ପରସ୍ପର ବାଡିଆବାଡେଇ
ଗୋଡ ଟଣାଟଣି ।
ତଥାପି ବନ୍ଧୁ
ଯିବାକୁ ହେବ ଆମକୁ
ସୂର୍ଯ୍ୟ ଉଦିଲେଣି
ବହୁତବେଳୁ
ଆଉ ଆମକୁ
ପରିଷ୍କାର ଦିଶିଲାଣି
ପଥ ଏଇଠୁ ।
This poem has not been translated into any other language yet.
I would like to translate this poem
The rises, light is everywhere, see and feel the self and proceed ahead, my dear men. You are the son of nectar.