ବଦଳି ନାହିଁ ମୁଁ,
ବଦଳିଛ ତୁମେ ।
କେହି କାହାକୁ
ନାହିଁ ଛୁଆଁ
କିନ୍ତୁ ଏକାଠି
ଆମେ ଦୁହେଁ ।
ବଦଳରେ
ଯାହାସବୁ
ଅବଦଳରେ
କିନ୍ତୁ ହଜୁଁ ।
ତୁମେ ହୁଅ
କି ମୁଁ, ଆମେ
କେହି କାହାରି
ଠିକଣା ନୋହୁଁ ।
This poem has not been translated into any other language yet.
I would like to translate this poem