ରଂଗବତି ନୁକୋ
କହେଲ ଆରୁ
ମକେ ଶିଖାକେ
ଚଢାଲ, ଆରୁ
ଫୁଟାଲ ପଦମ
ହେତକି ପାଁଏଲିଁ
ସରଗସୁଖ ।
ବଏଲା ଫେର
ହରି ନାମ କି
କୁର୍ସନ, ହେଟା
ସବୁ ଗୁଟେ ଆଏ
ଜେନ୍ଟା ଅଛେ
ମୋର ଲକେ ।
This poem has not been translated into any other language yet.
I would like to translate this poem