ସତ୍ୟର ମଂଜି ପ୍ରେମ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସତ୍ୟର ମଂଜି ପ୍ରେମ

Rating: 5.0

ଲୋକକୁ ଲୋକ ଦେଖ
ପ୍ରେମ କଣ ଆଉ କେମିତି
ଟିକିଏ ଚାଖ,
ପ୍ରେମ - ବଂଚିବାର
ସୁରକ୍ଷା କବଚ ।

ବଙ୍କାସିଧା, କଳାଧଳା
ଖାଲଢିପ ନାହିଁ କିଛି
ପ୍ରେମରେ ।
ପ୍ରେମ ଏକା ତୁମର
ଯୋଉଥିରେ ବଂଚ
ଆଉ ହଟେଇପାର ଅନ୍ଧାର ।

ସତ୍ୟ ଅଛି ପ୍ରେମରେ,
ପ୍ରେମ ଅଛି ସତ୍ୟରେ ।
ସତ୍ୟ ପାଇଁ ବାହାରିପଡ
ଘରୁ ଏବେ ।

ବଂଚିବା ଯଦି ସତ୍ୟ,
ସତ୍ୟର ମଂଜି ପ୍ରେମ,
ଆଉ ସେ ପ୍ରେମ
ମିଳେ କେବଳ ଲୋକରେ ।

Saturday, January 28, 2017
Topic(s) of this poem: truth
POET'S NOTES ABOUT THE POEM
The poem is written in Odia language. Odia is the official language of Odisha, The script is Brahmi. The poem says about love and truth and life. Life is full of love, Only through love, life flourishes.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success