ଆକାଶେ ନୀରବତା ଧରି
ବାହାରିଛି ମୁଁ ଘରୁ
ହସୁଥିଲାବେଳେ ପାହାଡି ଝର୍ଣା
ଖୋଲାମେଲା ।
ପାଇଛି ଭାଷା ଆଉ ମୁଁ
ମୋର ବୋଲି କହିବି ନିଶ୍ଚୟ ।
ଦେଇ ଦେଇଛି ପକ୍ଷୀଙ୍କୁ ଧାର
ଆଉ ଭିତରେ ବାହାରେ କୋଳାହଳ ।
This poem has not been translated into any other language yet.
I would like to translate this poem