କହିଲା
ନଡିଆ ପଡିଲା
ମୁଣ୍ଡରେ
ଆଉ ମୁଁ
ମଲି
ଘରେ ।
ଘର କହିଲେ
ବୁଝାଇ ଦିଅ ପହିଲେ ।
କହିଲାବେଳେ
ସତର୍କ ନ ହେଲେ
ସ୍ତ୍ରୀ ଖାଇବ ମୁଣ୍ଡ
ଦାଣ୍ଡରେ ।
ଦାଣ୍ଡ ଆଉ ବାଟ
ବାଟ ଆଉ ହାଟ
ଯେତେ ଯୋଉଠି
ଚାଲେ ନାଟ
ସ୍ତ୍ରୀ ହିଁ ସବୁଠି
ଆଗ ପକାଏ ଚୋଟ ।
This poem has not been translated into any other language yet.
I would like to translate this poem