ଖୋଳା ଆରମ୍ଭ
କବର, ଅପେକ୍ଷା କର,
ମାତୃଦ୍ରୋହୀମାନେ
ଦେଖିବ ଅନ୍ଧାର ।
ଖୋଲା ହେଲାଣି
ନରକର ଦ୍ଵାର ।
ରହିଛି ତୁମ ପାଇଁ
ସାଇତା ହୋଇ
ଆଉ କଣ କଣ
ପାରୁନି କହି ଅକ୍ଷର ।
ମାଟିଦ୍ରୋହୀ ଜାତିଦ୍ରୋହୀ
ଦେଖରେ ଅସୁରଗଣ,
ତିନି ଭୁବନରେ କୋଉଠି
ନାହିଁ ତୁମ ପାଇଁ ସ୍ଥାନ ।
This poem has not been translated into any other language yet.
I would like to translate this poem